ନାଟ୍ୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଜୋଲହ ପଞ୍ଚାୟତ ଅଧୀନ ମୁଷାଙ୍ଗ ଗ୍ରାମର ନାଟ୍ୟନିର୍ଦ୍ଦେଶକ ତଥା ଶିକ୍ଷାବିତ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କୁ ନିଜ ଗାଁରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବାସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଯାଇଛି।ବୁଧବାର ଦ୍ୱାଦଶ କ୍ରିୟା ଅବସରରେ ମୁଷାଙ୍ଗ ଗ୍ରାମରେ ସାହିତ୍ୟିକ ବିଭୁତିଭୂଷଣ ସେନାପତିଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଗୀତିକାର ପଞ୍ଚାନନ ନାୟକ,କବି ସଂଜିତ ବଳ, ବିଭୁତିଭୂଷଣ ଗ୍ରହଚାର୍ଯ୍ୟ, ସୁଦର୍ଶନ ନାୟକ ,ଶିକ୍ଷାବିତ … Continue reading ନାଟ୍ୟ ନିର୍ଦ୍ଦେଶକ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି